ପ୍ରେରଣା ଗ୍ରୀନ୍ ଆର୍ମି ଓ ସମାଜର ଦର୍ପଣ ହେଲ୍ପଗ୍ରୁପ୍ ପକ୍ଷରୁ ଭୁବନେଶ୍ୱରର ସମସ୍ତ ମନ୍ଦିରକୁ ସବୁଜ ସୁନ୍ଦର କରିବା ଅଭିଯାନ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱର ସହରର ଲୋକସଂଖ୍ୟା, ଗାଡ଼ିମୋଟର, ଶିଳ୍ପାନୁଷ୍ଠାନ ଆଦି ଦିନକୁ ଦିନ ବଢି ଚାଲିଥିବା ବେଳେ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ ।
Read more