ଫୋନି ପାଇଁ ୨ ମାସ ଘୁଞ୍ଚିଲା ପାଟକୁରା ନିର୍ବାଚନ । ସ୍ଥିତି ସୁଧୁରିବା ପରେ ଘୋଷଣା ହେବ ନିର୍ବାଚନ ତାରିଖ : ମୁଖ୍ୟ ନିର୍ବାଚନ କମିଶନ
ଫୋନି ପାଇଁ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ପରେ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି
Read more


