ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମହମ୍ମଦ ଭୁଟୋ ବିଜୟୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ମହମ୍ମଦ ଜିଲାନୀଙ୍କ ମୃତ୍ୟୁର ଦେଢ଼ବର୍ଷରୁ ଉର୍ଦ୍ଧ୍ବ ହେଲା ଖାଲି ପଡିଥିଲା ।୨୨ଡିସେମ୍ବରରେ
Read more


