ବଡମାଧପୁର ଗ୍ରାମର ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ସର୍କଲର ବଡମାଧପୁର ଗ୍ରାମବାସୀ ବୁଧବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Read more

Advertisement

ଏବେ ଏବେ