ବଡ ମେଡିକାଲକୁ ମୃତ୍ୟୁପରେ ମହୀୟସୀ ମହିଳା ଇପାରୀ ରାଜେଶ୍ୱରୀଙ୍କ ଶରୀର ଦାନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବ୍ରହ୍ମପୁର ସହରର ମୀନାଖି ନଗର ୩ୟ ଲାଇନ ନିବାସୀ ଇପରୀ ଲଷ୍ମୀକାନ୍ତଙ୍କ ମା ଇପରୀ ରାଜେଶ୍ୱରୀ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି।

Read more

Advertisement

ଏବେ ଏବେ