ବଣିକ ସଂଘର ପ୍ରାକ୍ତନ ସଭାପତିଙ୍କ ବିୟୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ପ୍ରାକ୍ତନ ସଭାପତି ସ୍ୱପ୍ନେଶ୍ୱର ପଣ୍ଡାଙ୍କର ଆଜି ସାକାଳୁ ପରଲୋକ ଘଟିଥିବା ସୂଚନା ମିଳିଛି ।

Read more

Advertisement

ଏବେ ଏବେ