ବନ୍ତ ବ୍ଲକର ସଫଳ ଗୋପାଳକ ଅକ୍ଷୟ ବାରିକ ସମ୍ମାନୀତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଜିଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ସମାରୋହରେ ବନ୍ତ ବ୍ଲକର ସଫଳ ଗୋପାଳକ ତଥା ଘାସଚାଷୀ ଅକ୍ଷୟ କୁମାର ବାରିକ ସମ୍ମାନୀତ ହୋଇଛନ୍ତି ।

Read more

Advertisement

ଏବେ ଏବେ