ବନ୍ଦେ ଭାରତ ଟ୍ରେନ୍ ପାଇଁ ବାହିନୀପତିଙ୍କ ଦାବି

ଜୟପୁର,(ହେମନ୍ତ ପାଣିଗ୍ରାହୀ) : କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ସେବା ଆରମ୍ଭ ନେଇ ଦାବି ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

Read more

Advertisement

ଏବେ ଏବେ