ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭାର ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବନ ବିଭାଗର ବେଆଇନ କାର୍ଯ୍ୟ ବିରୋଧରେ ରାମଚଣ୍ଡୀ କୃଷକସଭା ପକ୍ଷରୁ ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ