ବରିଷ୍ଠ ନାଟ୍ୟକାର ନିର୍ଦେଶକ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ

ବରିଷ୍ଠ ନାଟ୍ୟକାର ତଥା ନିର୍ଦେଶକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ୬୯ ବର୍ଷରେ ପରଲୋକ ହୋଇଯାଇଛି । ସେ ଜୀବନରେ ୧୦୦ ରୁ ଉଦ୍ଧ୍ୱର୍ ନାଟକ ରଚନା କରିଥିଲେ

Read more

Advertisement

ଏବେ ଏବେ