ବରିଷ୍ଠ ବିଜେଡି ନେତା କଳ୍ପତରୁ ସେଠୀଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଜଳକଳଙ୍ଗ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ବରିଷ୍ଠ ବିଜେଡି ନେତା କଳ୍ପତରୁ ସେଠୀଙ୍କ ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି।

Read more

Advertisement

ଏବେ ଏବେ