ବରିଷ୍ଠ ସାମ୍ବାଦିକ ଗୋପୀନାଥ ରଣାଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘଦିନ ଧରି କିଡ଼ନୀ ରୋଗରେ ପୀଡ଼ିତ ଥିବା ବରିଷ୍ଠ ସାମ୍ବାଦିକ ଗୋପୀନାଥ ରଣାଙ୍କର ୬୦ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିିତ ରାତିରେ ପରଲୋକ ହୋଇଯାଇଛି

Read more

Advertisement

ଏବେ ଏବେ