ବାରଣ୍ଡାରେ ବସିଥିବାବେଳେ ଅଟୋ ମାଡିଯାଇ ତିନି ଗୁରୁତର

ରାଇକିଆ (ଆଦିତ୍ୟ ପାଢ଼ୀ):ରାଇକିଆ ବାସନ୍ତୀ ପଲ୍ଲୀ, କନଭେଣ୍ଟ୍ ମେଡିକାଲ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର

Read more

Advertisement

ଏବେ ଏବେ