ଖବରଦାତାଙ୍କୁ ପୋଲିସ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲରେ ଧମକ :ତଦନ୍ତ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ଯ୍ୟରତ ଜୈନକ ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲ ଫୋନ ମାଧ୍ୟମରେ ଧମକ ସମଗ୍ର ସାମ୍ବାଦିକ ମହଲରେ ଆଲୋଚ୍ୟ
Read more