ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ : କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ
Read more


