ବାଲିବରେଇ ପଞ୍ଚାୟତରେ ରାସନକାର୍ଡରେ ଦୁର୍ନୀତିର ପେଡି ଖୋଲିବ କେବେ, ସମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଲମ୍ବା ତାଲିକା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଏବେ ରେସନକାର୍ଡ ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଜଣେ ବ୍ୟକ୍ତି ପୁର୍ବରୁ ରାସନକାର୍ଡ ହାତେଇଥିବା
Read more



