ବାଲିବରେଇ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ତିନିଜଣଙ୍କ ନାମରେ ଥାନାରେ ଏଫଆଇଆର କଲେ ବିଡିଓ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ହାଟଡିହି ବିଡିଓଙ୍କ ପକ୍ଷରୁ ସୋସୋ ଥାନାରେ ତିନିଜଣଙ୍କ ନାମରେ ଏଫଆଇଆର ଦିଆଯାଇଛି ।

Read more

Advertisement

ଏବେ ଏବେ