ବାଲିଭଉଁରୀ-ଶିଖରଘାଟ ମୁଖ୍ୟ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଂଟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ହେଉଛି ଶିଖରଘାଟ-ବାଲିଭଉଁରୀ ରାସ୍ତା । ଏହି ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଛି ।

Read more

Advertisement

ଏବେ ଏବେ