ବିଜେଡ଼ି ପ୍ରତିଷ୍ଠା ଦିବସରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା ; ଦିଗପହଣ୍ଡି ରେ ବିଜେଡ଼ି ୨ ଭାଗ କର୍ମୀ ଦ୍ଵନ୍ଦରେ ସଭା ବର୍ଜନକଲେ ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ବିବାଦ କାରଣରୁ ସଭା କୁ ଗଲେନି ବହୁ ବରିଷ୍ଠ ସଦସ୍ୟ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସହରରେ ଶନିବାର ବିଜେଡ଼ି ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି।ପ୍ରତିପକ୍ଷ ଦୁଇ ଗୋଷ୍ଠୀ ଙ୍କ ପକ୍ଷରୁ
Read more


