ବିଜେଡିର ସାଂଗଠନିକ ବୈଠକ ଓ ମାସ୍କ ବଣ୍ଟନ

ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ଝୁଟୁଣା, ବନ୍ଦାଳୋ-ମଢିଆଳୀ ଓ ଜଳମଣ୍ଡୁଆ ପଞ୍ଚାୟତର ନେତୃତ୍ୱଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ