ବିଜେପି ସରକାର ହେଲେ ଖଣି ମାଫିଆ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :ବିଜେପି ସରକାର ହେଲେ ଖଣି ମାଫିଆମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ ନହେଲେ ଓଡିଶା ଛାଡି ପଳାନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Read more

Advertisement

ଏବେ ଏବେ