ବିଜ୍ଞାନରେ ଶମ୍ଭୁ, ବାଣିଜ୍ୟରେ ଶ୍ରୀକାନ୍ତ ଓ କଳାରେ ବର୍ଷାରାଣୀ କଲେଜ ଟପ୍ପର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଓଡିଶା ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି ।

Read more

Advertisement

ଏବେ ଏବେ