ବିଦେଶରେ ନିର୍ଯ୍ୟାତିତ ଓଡିଶା ଶ୍ରମିକ : ଭୋକ ବିକଳ ରେ ମାଗୁଛନ୍ତି ଭିକ : ପୁଅ କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ କାକୁତି ମିନତି ହେଇଛନ୍ତି ପିରବାର ଲୋକେ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦାଦନ ଖଟିବାକୁ ଯାଇ କତାରରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର ଜଣେ ଯୁବକ ବିଷ୍ଣୁ ପ୍ରସାଦ ଡାକୁଆ କତାରରେ
Read more


