ବିଦ୍ୟାଳୟ ପ୍ରତିଷ୍ଟାତାଙ୍କ ପରଲୋକରେ ଶୋକସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ ବାଲିମଝିପଡା ସ୍କୁଲର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈରାଗୀ ବିଶ୍ୱାଳଙ୍କ ବିୟୋଗରେବିଦ୍ୟାଳୟ ପରିସରରେ ଗୁରୁବାର ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ