ବିଦ୍ୟୁତ କରେଣ୍ଟରେ ଯୁବକ ମୃତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଘରେ ବିଦ୍ୟୁତ ବଲ୍ୱ ଲଗାଉଥିବା ବେଳେ ହଠାତ କରେଣ୍ଟ ଆସିଯିବାରୁ ବିଦ୍ୟୁତ କରେଣ୍ଟ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

Read more

Advertisement

ଏବେ ଏବେ