ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କ ଦ୍ୱିତୀୟ ବିବାହ ପାଇଁ ପାର୍ଲାମେଣ୍ଟରେ ବିଲ୍ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତାପ ସାହୁଙ୍କ ଚିଠି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ଭାରତବର୍ଷରେ ଦିନକୁ ଦିନ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାଫଳରେ ଏହି ମହିଳାମାନେ ନିଜକୁ ସୁରକ୍ଷିତ
Read more