ବିଧାୟକ ହେଲେ ଜିଲା ଭାଜପା ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଭାଜପାର ସଭାପତି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କୁ ରାଜ୍ୟ ଭାଜପା ପକ୍ଷରୁ ମନୋନୀତ କରାଯାଇଛି ।

Read more

Advertisement

ଏବେ ଏବେ