ବିପଦସଂକୁଳ ଅବସ୍ଥାରେ କନ୍ଧମାଳର ଡ଼େହେଙ୍ଗୀ ପୋଲ;ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ଡ଼େହେଙ୍ଗି ଗ୍ରାମରୁ ହୁଗୁଳାସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ବର୍ତ୍ତମାନ ବିପଦ ସଂଙ୍କୁଳ

Read more

Advertisement

ଏବେ ଏବେ