ବିପଦ ସଙ୍କୁଳ ବିଦ୍ୟୁତ୍ ତାର ହଟାଇବାକୁ ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ଶ୍ରୀହର୍ଷ ମାର୍ଗ ଓ ୬ ନଂ ଓ୍ବାର୍ଡର ବିଭିନ୍ନ ସାହି ବସ୍ତିରେ ବିଦ୍ୟୁତ୍ ତାର ଖୁବ୍ କମ୍ ଉଚ୍ଚତାରେ ଓହଳି ରହିଛି।

Read more

Advertisement

ଏବେ ଏବେ