ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କୁ ପ୍ରତାରଣା କଲେ ଯୁବକ

ଗଞ୍ଜାମ, (ୱାଇଏନ୍‌ଏସ୍‌): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଭୁଆଁଭୁଇଁ ଗ୍ରାମର ଆଶାକର୍ମ ଦୀପ୍ତିମୟୀ ବେହେରା(୨୭) ଗତ ପାଞ୍ଚ ବର୍ଷ ତଳେ ରଞ୍ଜନ କୁମାର ବେହେରାଙ୍କୁ ବୈଦିକନୀତିରେ ବିବାହକରିଥିଲେ ।

Read more

Advertisement

ଏବେ ଏବେ