ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୪ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ କାମ; ଗମନା ଗମନରେ ବାଧା ପ୍ରାପ୍ତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗତ ୪ବର୍ଷ ତଳେ ଆରମ୍ଭ ହୋଇଥିବା ରାସ୍ତା ନିର୍ମାମ କାର୍ଯ୍ୟ ଶେଷ ହୋଇପାରୁ ନାହିଁ
Read more


