ବିଶିଷ୍ଟ କର୍ମକାଣ୍ଡବିତଙ୍କ ହୃଦଘାତରେ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ କର୍ମକାଣ୍ଡବିତ ତଥା ଦୈନିକ ସକାଳର ଜିଲ୍ଲା ପ୍ରତିନିଧି ଦେବଦତ୍ତ ଦାଶଙ୍କ ପିଇସା ଚିନ୍ତାମଣି ଶତପଥୀଙ୍କର ୮୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ