ବିଶିଷ୍ଟ ଫୁଟବଲ ଖେଳାଳୀଙ୍କ ଅବଦୁଲ ୱାହିଦଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଫକିରାବାଦ ଗ୍ରାମର ବାସୀନ୍ଦା ତଥା ବିଶିଷ୍ଟ ଫୁଟବଲ ଖେଳାଳୀ ଅବଦୁଲ ୱାହିଦଙ୍କ ୭୫ବର୍ଷ ବୟସରେ ବୁଧବାର ରାତିରେ ବିୟୋଗ ହୋଇଯାଇଛି ।

Read more

Advertisement

ଏବେ ଏବେ