ବିଷ୍ଣୁପୁର ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ ହେବା ଘଟଣା, ୮ସପ୍ତାହ ଭିତରେ ପଦକ୍ଷେପ ନେବାକୁ ମାନବାଧିକାର କମିସନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦେଶ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଦୁଇଶହରୁ ଉର୍ଦ୍ଧ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେବା ଘଟଣା ଦୈନିକ ସମ୍ବାଦରେ
Read more