ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ଗଲଓ୍ବାନ ଶହୀଦ ଦିବସ । ୧୫/୬/୨୦୨୦ ଅରୁଣାଚଳ ପ୍ରଦେଶର ସିମାନ୍ତ ଲାଦାଖ ଅଂଚଳରେ ଗଲଓ୍ବାନ ଘାଟି ସିମାରେ ଚାଇନା ସେନାଙ୍କ
Read more


