ବୁଲା କୁକୁର କାମୁଡ଼ାରେ ୭୦ ବର୍ଷର ମହିଳା ଗୁରୁତର

ବୁଗୁଡ଼ା,(ଅନିଲ କୁମାର ମହାରଣା) : ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମରେ ଏକ ବୁଲା କୁକୁର ଜଣେ ୭୦ ବର୍ଷର ମହିଳାଙ୍କ ମୁଣ୍ଡକୁ କାମୁଡି ଦେଇଥିବା ଜଣାପଡିଛି।

Read more

Advertisement

ଏବେ ଏବେ