ବେଦମନ୍ତ୍ର ଉଚ୍ଚାରଣ କରି ଚର୍ଚ୍ଚାରେ ଥିବା ମୁସଲିମ ଛାତ୍ରୀ ସମଜାନାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗ୍ରାମର ମୁସଲିମ ଝିଅ ସମଜାନା ଖାତୁନ ପିଲାଟି ବେଳୁ ହିନ୍ଦୁ ଧର୍ମର ବିଭିନ୍ନ ଦେବାଦେବୀଙ୍କ ଶ୍ଳୋକ ଓ ବନ୍ଦନା
Read more