ବେଲଗୁଣ୍ଠା ବ୍ଳକ୍ ରେ ମହା ସମାରୋହରେ ପାଳିତ ହେଲା ୭୫ ତମ ସାଧାରଣତନ୍ତ୍ର ଦିବସ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି

Read more

Advertisement

ଏବେ ଏବେ