‘ବ୍ରଦରହୁଡ଼ ଗ୍ଲୋବାଲ ଫାଉଣ୍ଡେସନ’ ତରଫରୁ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ କରୋନା ଉପକରଣ ବଣ୍ଟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ତାର କାୟାବିସ୍ତାର କରିଚାଲିଥିବାରୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ।

Read more

Advertisement

ଏବେ ଏବେ