ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ
ରାଇରଙ୍ଗପୁର, (ଅକ୍ଷୟ ଵିଶ୍ବାଳ):ସୃଷ୍ଟି ସର୍ଜନାରେ ଯଜ୍ଞର ଭୂମିକା ଅନନ୍ୟ ।ତେତିଶ କୋଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ଏବଂ ଆମ ପରିବେଶକୁ ପାବନମୟ କରିବା ଭୂମିକା ଯଜ୍ଞ ହିଁ
Read more


