ବ୍ଲକ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ବଳି ପଡୁଛନ୍ତି ହିତାଧିକାରୀ: ଆବାସ ଯୋଜନା ଟଙ୍କା ଅନ୍ୟ ଏକାଉଣ୍ଟରେ ଉଠିଲା, ୫ବର୍ଷ ହେଲା ବ୍ଲକ ଦୌଡୁଛନ୍ତି ହିତାଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ): ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାପାଇଁ ନିଯୁକ୍ତି ଥିବା
Read more