ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):କଳା ସଂସ୍କୃତି ର ସହର ପାରଳାଖେମୁଣ୍ଡି ଜଗନ୍ନାଥ୍ ମନ୍ଦିର ନିକଟରେ କାର୍ତ୍ତିକ ମାସ ଉପଲକ୍ଷେ ଭକ୍ତି ପୁଷ୍ପାଞ୍ଜଳି ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।

Read more

Advertisement

ଏବେ ଏବେ