ଭଦ୍ରକ ଲିଙ୍କ ସନ୍ଦେହରେ ରତକଣା ଓ ଡଅଁରରୁ ୧୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଭଦ୍ରକ କରେନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ହାଟଡିହି ବ୍ଲକର ୧୦ଜଣଙ୍କ ସ୍ୱାବଟେଷ୍ଟ ପାଇଁ ଆଜି ପ୍ରଶାସନ ପକ୍ଷରୁ ସେମାନଙ୍କୁ କେନ୍ଦୁଝର ନିଆଯାଇଛି ।

Read more

Advertisement

ଏବେ ଏବେ