ଭାଗବତପୁର ସରପଞ୍ଚଙ୍କ ଶଶୁର ଦାମୋଦର ସାମଲଙ୍କ ଦୂର୍ଘଟଣାରେ ମୃତ୍ୟୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ଶଶୁର ଦାମୋଦର ସାମଲ(୭୫)ଙ୍କର ବାଲିଆ ବଜାର ନିକଟସ୍ଥ କଟକ-ଚାନ୍ଦବାଲି ରାସ୍ତାରେ
Read more