ଭାଜପା ପକ୍ଷରୁ ରକ୍ତଦାନ ଶିବିର

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଠାରେ ଭାଜପା ଆଖଣ୍ଡଳମଣି ମଣ୍ଡଳ ତରଫରୁ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

Read more

Advertisement

ଏବେ ଏବେ