ଭାରତକୁ ସାହାଯ୍ୟ ମାଗିଲେ ପାକିସ୍ତାନୀ ଛାତ୍ର

ଚୀନ/ନୂଆଦିଲ୍ଲୀ :ଚୀନ୍‌ରେ କରୋନା ଭାଇରସ୍‌ କାରଣରୁ ହାହାକାର ମଚିଥିବାବେଳେ ଏଥିରେ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସତେଇଶି ହଜାରରୁ ଊର୍ଦ୍ଧ୍ବ ଏଥିରେ ସଂକ୍ରମିତ ହୋଇଛନ୍ତି ।

Read more

Advertisement

ଏବେ ଏବେ