ଭାରତର ପ୍ରଥମ ପ୍ରଧାମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ଜିପରେ ବସାଇ ହୀରାକୁଦ ଓ ଟିକରପଡା ନେଇଥିବା ଡ୍ରାଇଭର କିଶୋରଙ୍କ ଦେହାନ୍ତ ।
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : ଫୁଲବାଣୀର ଜଣେ ବରିଷ୍ଠ ନାଗରିକ ତଥା ଦୀର୍ଘବର୍ଷ ଧରି ଅବିଭାଜିତ ବୌଦ୍ଧ-ଫୁଲବାଣୀ ଜିଲ୍ଲାର ଜିଲ୍ଲାପାଳଙ୍କ ଡ୍ରାଇଭର ଭାବରେ କାର୍ଯ୍ୟକରି ଥିବା
Read more


