ଭାରତୀୟ ପାରାଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ପାରାଅଲିମ୍ପିକ୍ ରେ ଭାଗନେଉଥିବା ସମସ୍ତ ଭାରତୀୟ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ କ୍ରୀଡ଼ାବିତ୍ ପ୍ରତିକୂଳ ପରିସ୍ଥିତିରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି

Read more

Advertisement

ଏବେ ଏବେ