କର୍ଣ୍ଣାଟକରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଖାଦ୍ୟ ,ଭିଡିଓ ବାର୍ତାରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କର୍ଣ୍ଣାଟକ ରାଜ୍ୟ ବାଙ୍ଗାଲୋରରେ ଫସିଥିବା ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଂଚଳର ୧୮ ଜଣ ଓଡ଼ିଆ ଶ୍ରମିକଙ୍କୁ ରାସନ ସାମଗ୍ରୀ ପ୍ରଦାନ କଲେ କର୍ଣ୍ଣାଟକ

Read more

Advertisement

ଏବେ ଏବେ