ଭୁବନେଶ୍ୱରରେ ମହିଳା ନିବେଶକଙ୍କ ଏୟୁଏମ୍ ଗତ ୫ ବର୍ଷରେ ୨.୫ ଗୁଣ ବୃଦ୍ଧି ପାଇଛି: ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ଅଧ୍ୟୟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିଳା ପେସାଦାର, ବନ୍ଧୁ ଏବଂ ପରିବାର ଲୋକଙ୍କଠାରୁ ପରାମର୍ଶ ନେଉଥିବା ବେଳେ ପ୍ରାୟ ୭୨% ମହିଳା ସେମାନଙ୍କ ନିବେଶ ଉପରେ ଚୂଡ଼ାନ୍ତ ନିଷ୍ପତି ନେଇଥାନ୍ତି
Read more